ବଡ଼ ପୋଡା ଗୁଡ଼ା ଗ୍ରାମରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଓଲଟା

10

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କୋକସରା ବ୍ଲକ ଅନ୍ତର୍ଗତ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ର ଏ ହେଉଛି ରଏନଗୁଡ଼ା ଗ୍ରାମର ପରିମଳ ବ୍ୟବସ୍ତା ର ନଗ୍ନରୁପ l ରାସ୍ତାରେ ଭାସୁଛି ମଇଳା କାଦୁଅ ଆବର୍ଜନା ପାଣି ଯାହା ଫଳରେ ମସା ମାଛି ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି l ଫଳରେଗ୍ରାମ ବାସି ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ତଥା କୁନି କୁନି ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ରେ ବିଦ୍ୟାଳୟ କୁ ଯିବାପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି l ଏଥି ପ୍ରତି ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l କେବେଏହି ସମସ୍ୟା ର ଅନ୍ତ ଘଟିବ ନା ସେମିତି ଦିନପରେ ଦିନ ଗାଡିଚାଲିବ ତାହା ଦେଖିବାକୁ ବାକି ରହିଲା କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More