ବଡମୁଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ଲିଃର ପ୍ରାର୍ଥୀଙ୍କ ନାମ ଘୋଷଣା

9

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ରାଜ୍ୟରେ ଥିବା ବିଭିନ୍ନ କୃଷି ସମବାୟ ସମିତିର ନିର୍ଦ୍ଦେଶକ ପଦବୀ ପାଇଁ ଚାଲିଛି ପ୍ରାର୍ଥୀ ଦାଖଲ l ଏ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ବଡମୂଳବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଅଧୀନରେ ଥିବା ବିଭିନ୍ନ ଜୋନର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀଣୀ ମମତା ମଲ୍ଲିକ। ୧୫ଟି ଜୋନ ମଧ୍ୟରୁ ଦୁଇଟି ଜୋନରୁ ଅପ୍ରତିଦ୍ଵନ୍ଦୀ ଭାବରେ ନିର୍ବାଚିତ ହୋଇଥିବା ଦେଖିବାକୁ ମିଳିଛି। ୧୪ ନଂମ୍ବର ୧୫ ନଂମ୍ବର ଜୋନର ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ବାକି ୧୩ଟି ଜୋନ୍ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ମଧ୍ୟରେ ଭାଗ୍ୟ ପରିକ୍ଷା ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More