ବଟି ଆଦାୟ ଅଭିଯୋଗରେ ଦୁଇ ଗିରଫ

28

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ମାର୍କେଟ୍ ଛକରେ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କୁ ଦାଦାବଟି ମାଗୁଥିବା ଦୁଇଜଣ ଦୁର୍ବୃତ୍ତଙ୍କୁ ଟାଉନ ଥାନା ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ତାଳବଣିଆ ଥାନା ସିଦ୍ଧମହାବୀର ଦାଦାବାଡି ମଙ୍ଗଳାଲେନ୍‌ର ବିରଞ୍ôଚ ମହାପାତ୍ର(୨୩), ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ମଠ ପାଖେ ରହୁଥିବା ଶିବୁନା ଦାସ ଓରଫ ଭୋଇ(୩୬) । ଏମାନଙ୍କ ନିକଟରୁ ଗୋଟିଏ ଲୁହାଛଡ଼, ୧ହଜାର ଟଙ୍କା ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା(ନଂ-୨୯୧/୨୩) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More