ବଜ୍ରାଘାତରେ ଶଳା ଓ ଭିଣୋଇ ମୃତ

10

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : -ବଜ୍ରାଘାତରେ ଶଳା ଭିଣୋଇ ମୃତ।ମୃତକ ହେଲେ କଙ୍କଡାହାଡ଼ ଥାନା ମକୁଆକାଟେଣି ଗ୍ରାମର ଦେବଦତ୍ତ ପଧାନ ଓ ଚକାପାଳ ଗ୍ରାମର ପ୍ରକାଶ ପଧାନ।ଅପରାହ୍ନରେ ୨ଜଣ ଯାକ ସାଙ୍ଗ ହୋଇ ଗ୍ରାମ ନକିଟସ୍ଥ କାଜୁ ଜଙ୍ଗଲକୁ ଗୋଟାଇବାକୁ ବେଳେ ହୋଇଥିଲା ବଜ୍ରାଘାତ।କାଳବୈଶାଖି ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା।ଏହି ସମୟରେ ୨ଜଣ ଯାକ ଆଶ୍ରୟ ନେବାକୁ ଗଛ ତଳକୁ ଯାଈଥିବା ବେଳେ ବଜ୍ରାଘାତ ହୋଇଥିଲା।ପରିବାର ଲୋକ ଖବର ପାଇ ଉଭୟଙ୍କୁ ଉଧାର କରି ମେଡିକାଲରେ ଭର୍ତ୍ତି କରି ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।ଏହାକୁ ନେଇ ମେଡିକାଲ ପରିଷରରେ ଏକ ଶେକାକୂଳ ପରିବେଶ ଦେଖାଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More