ବଜ୍ରାଘାତରେ ଜଣେ ମୃତ, ଜଣେ ଆହତ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ନରସିଂହପୁର ବସନ୍ତପୁରରେ ବଜ୍ରାଘାତ। ବଜ୍ରାଘାତରେ ଜଣେ ପଶୁ ପାଳକ ମୃତ୍ୟୁ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଜିଲିଣ୍ଡା ବସନ୍ତପୁର ପଞ୍ଚାୟତର ଜାନିସାହି ଗ୍ରାମର ମୃତ କମଳ ଲୋଚନ ସାହୁ ୬୦ ଓ ଆହତ ବିକ୍ରମ ସିଠ ୫୪। ବିକ୍ରମ ଜାନିସାହି ଗ୍ରାମ ନିକଟସ୍ଥ ଗୁଦୁରିଖାଇ ଜଙ୍ଗଲ କୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ବଜ୍ରାଘାତ ରେ ଆହତ ହୋଇଥିଲେ। ଉଭୟ ଜିଲିଣ୍ଡା ମେଡ଼ିକାଲରେ ଭର୍ତ୍ତି। ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More