ବଜ୍ରାଘାତରୁ କିଭଳି ପାଇବେ ରକ୍ଷା ପାଇବେ ଜିଲ୍ଲାପାଳ ଦେଖାଇଲେ ଡେମୋ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆତଙ୍କ ଖେଳାଉଛି ଖରାଦିନିଆ ବଜ୍ରପାତ । ଘନ ଘନ ବଜ୍ରାଘାତକୁ ନେଇ ଆତଙ୍କରେ ଜନତା ।ତେବେ ବଜ୍ରାଘାତରୁ କିଭଳି ରକ୍ଷା ପାଇବେ ତାହାର ଡେମୋ ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ । ବଜ୍ରାଘାତରୁ କିଭଳି ରକ୍ଷା ପାଇବା ସେ ନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସ୍ଥାନୀୟ ଅଶୋକ ମେହେଟ୍ଟା ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ତେବେ ଜିଲ୍ଲାପାଳ ବଜ୍ରାଘାତ ସମୟରେ କିଭଳି ସତର୍କତା ମୂଳକ ପଦକ୍ଷେପ ନେବେ ଯଦ୍ୱାରା କୌଣସି ପ୍ରାଣହାନୀ ଘଟିବ ନାହିଁ। ସେନେଇ ସୂଚନା ଦେବା ସହ ଲୋକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ପାଇଁ ନିଜେ ଏହାର ଡେମୋ ଦେଖାଇଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More