ବଜ୍ରପାତରେ ୨ ମୃତ

18

Get real time updates directly on you device, subscribe now.

ବ୍ରହ୍ମପୁର ( ସଂଘର୍ଷ ମିଡିଆ ) : ମଣିଷ ଜୀବନ ପାଣି ଫୋଟକା ପରି ବୋଲି ଆମ ପୂର୍ବପୁରୁଷ ଲୋକମାନେ କହି ଆସିଛନ୍ତି । କେତେବେଳେ କାହା ଜୀବନରେ କ’ଣ ଘଟିବ ତାହା କେହି କହି ପାରିବେ ନାହିଁ । ସେମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲାରେ । ଦୋକାନରେ ବସି ଚା’ ପିଉଥିବା ଦୁଇ ଜଣ ଯୁବକଙ୍କ ଉପରେ ଚଡ଼କ ପଡ଼ିବା ଯୋଗୁଁ ସେମାନେ ମୃତ୍ୟୁବରଣ କରିଛନ୍ତି । ସେହିପରି ସେଠାରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More