ବଜ୍ରପାତରେ ଦୁଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ

15

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଶନିବାର ଅପରାହ୍ଣରେ ଝଡ଼ବର୍ଷା ସହ ବଜ୍ରପାତ ଯୋଗୁ ବାଲେଶ୍ୱର ଜିଲା, ସିଂଲା ଥାନା ଅନ୍ତର୍ଗତ ଆଲୁମେଦା ଗାଁର ଦୁଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଘଟିଛି। ଏହି ଗାଁର ବିମଲ ପ୍ରଧାନଙ୍କ ପୁଅ କାଳିଚରଣ(୨୦) ଓ ବିମଳଙ୍କ ସାନଭାଇ କାର୍ତ୍ତିକ ପ୍ରଧାନଙ୍କ ପୁଅ ଜଗନ୍ନାଥ(୨୪) ଏକ ନଳକୂପରୁ ପିଇବା ପାଣି ନେଉଥିବାବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More