ବଜ୍ରକାପ୍ତା ଉଦ୍ଧାର ,୨ଗିରଫ

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୋନପୁର-ଲଛିପୁର ରାସ୍ତାରେ ୨ଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ ଗତ କାଲି ସୋନପୁର ରେଞ୍ଜ ଲଛିପୁର ଅନ୍ତର୍ଗତ ଝାଙ୍କରପାଲି ଗ୍ରାମର ବ୍ୟାସ ଦେବ ଧରୁଆ(୨୯) ଏବଂ ନବଦିପ ଧରୁଆ(୪୧)। ଏହି ଦୁଇଭାଇ ୨ଟି ବଜ୍ରକାପ୍ତା ବିକ୍ରି କରିବା ପାଇଁ ଡିଲ୍ କରୁଥିବା ବେଳେ ଏସଟିଏଫ ହାତରେ ଧରାପଡିଥିଲେ। ଗୋଟିଏ ବଜ୍ରକାପ୍ତାର ଓଜନ ୭କେଜି ଏବଂ ଆଉ ଗୋଟିଏ ୩ କେଜି ଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ ସୁବର୍ଣ୍ଣପୁର ବନବିଭାଗର ଏସିଏଫ ପ୍ରଫୁଲ୍ଲ କୁମାର ଧରୁଆ କରୁଛନ୍ତି। ଆଜି ଘଟଣାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More