ଫ୍ରେମ୍ ଫ୍ଲିମ୍ ଇନ୍ସିଚ୍ୟୁଟ ଦ୍ଵାରା ସେବକ ଫିଲ୍ମର ମୋହୁରତ

16

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲା ସହରର ଅନ୍ୟତମ ସଙ୍ଗଠନ ଫେମ୍‌ ଫିଲ୍ମ ସଂସ୍ଥା ପରିସରରେ ସୁନୀଲ ମଙ୍ଗରାଜଙ୍କ ‘ସେବକ’ ଚଳଚ୍ଚିତ୍ରର ଶୁଭ ମହୁରତ୍‌ ହୋଇଯାଇଛି। ଭୁବନେଶ୍ବରରେ ରହୁଥିବା ସୁନୀଲ ମଙ୍ଗରାଜ ନିଜ ଜନ୍ମଦିନ ପାଳନ ଅବସରରେ ରାଉରକେଲା ସହରର ସେକ୍ଟର-୩ ସ୍ଥିତ ଫେମ୍‌ ଫିଲ୍ମ ସଂସ୍ଥା ପରିସରରେ ଏକ ନୂତନ ଧରଣର ଚଳଚ୍ଚିତ୍ର- ସେବକ ର ମହୁରତ ଅବସରରେ ଫେମ୍‌ ର ନିର୍ଦ୍ଦେଶକ ହୃଶିକେଶ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରିଶି ଆରିୟା , ଜୟପ୍ରକାଶ ଅଗ୍ରୱାଲ ଏବଂ ଦେବଦତ୍ତ ମିଶ୍ରଙ୍କ ସମେତ ଫେମ୍‌ ଫିଲ୍ମ ସଂସ୍ଥାର ସଦସ୍ୟ ଓ ଶାମହାନ୍ତି,ଶୁଭଶ୍ରୀ,ଆସ୍ୱେସୀମତା,ନନି,ଲିକା,ପ୍ରିୟଙ୍କା,ନିଶା,ସୁଚିତ୍ରା,ଖୁସୁବୁ ମଣ୍ଡଳ,ସ୍ଵଞିକା ପାତ୍ର,ସୁଚିତ୍ରା କର ଅନେକ କଳାକାର କଳାକାରମାନେ ଉପସ୍ଥିତ ଥିଲେ ଏହି ଚଳଚ୍ଚିତ୍ର ନିର୍ମାଣ ସରିବା ପରେ ଏହା ଏଲଇଡି ପରଦାରେ ସମଗ୍ର ରାଉରକେଲା ସହରରେ ପ୍ରଦର୍ଶିତ ହେବ ବୋଲି ସୂଚନା ଦିଆଯାଇଛି ଏବଂ ଖୁବଶିଘ୍ର ଫ୍ରେମ ଫିଲ୍ମ ଦ୍ବାରା ଆୟୋଜିତ ହେବାକୁ ଯାଉଛି ମିସ ରାଉରକେଲା ମିସେସେ ରାଉରକେଲା ଏବଂ ମିଷ୍ଟର ରାଉରକେଲା କାର୍ଯ୍ୟକ୍ରମ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More