ଫେଡେରାଲ ବ୍ୟାଙ୍କ ଓ କେୟାର ହସ୍ପିଟାଲ ଭୁବନେଶ୍ୱରର ମିଳିତ ସହାଭାଗିତାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

13

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : :- ପଟ୍ଟାମୁଣ୍ଡାଇ ବଜାରର ଫେଡେରାଲ ବ୍ୟାଙ୍କ ଶାଖା ପରିସରରେ କେୟାର ହସ୍ପିଟାଲ ଭୁବନେଶ୍ୱରର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି l ଆୟୋଜିତ ଏହି ଶିବିରରେ ବ୍ୟାଙ୍କ ଗ୍ରାହକ ଓ ପଟ୍ଟାମୁଣ୍ଡାଇବାସୀଙ୍କୁ ଅଭିଜ୍ଞ ଡାକ୍ତରୀ ଟିମଙ୍କ ଜରିଆରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ବହୁ ମାରାତ୍ମକ ରୋଗର ପରୀକ୍ଷା କରାଯିବା ସହ କିପରି ଶାରୀରିକ ଓ ମାନସିକ ସନ୍ତୁଳନ ବଜାଇ ରହିବ ସେ ନେଇ ପରାମର୍ଶ ଦିଆଯାଇଥିବା ଦେଖିବାକୁ ମିଳିଥିଲା l ଏହି ସ୍ୱାସ୍ଥ୍ୟ ଶିବିର ନଗରପାଳ ହେମନ୍ତ ସାହୁଙ୍କ ଭଳି ବହୁ ସ୍ଥାନୀୟ ଲୋକେ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More