ଫୁଡ୍ ସେଫଟି ଟିମର ଚଢାଉ, ଶହେ କେଜିର ବିଷାକ୍ତ ଖାଦ୍ୟ ନଷ୍ଟ

42

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଖଜାର ଖାଉଟି ଏବଂ ଉତ୍ପାଦ ୟୁନିଟ ଉପରେ ଫୁଡ୍ ସେଫଟି ଟିମର ଚଢାଉ । ସମୁଦ୍ରକୂଳ, ସ୍ଵର୍ଗଦ୍ଵାର, ବାଲିସାହି, ମାର୍କେଟ ଛକ, ଗ୍ରାଣ୍ଡ ରୋଡର ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ଫୁଡ୍ ସେଫଟି ଟିମ୍ ଚଢାଉ କରିଛି । ଚଢାଉବେଳେ ଶହେ କେଜିର ବିଷାକ୍ତ ଖାଦ୍ୟ ନଷ୍ଟ କରିଛି ଟିମ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More