ଫୁଟିଲା ପାରିଯାତ ଫୁଲ

11

Get real time updates directly on you device, subscribe now.

ମାହାଙ୍ଗା ( ସଂଘର୍ଷ ମିଡିଆ ) : ମାହାଙ୍ଗା ବ୍ଲକ୍ ଲଳିତଗିରି ପଞ୍ଚାୟତର ହରିଭକ୍ତ ପୁର ଗ୍ରାମର ବିଶ୍ୱନାଥ ଦାସ ଓ ଶୁପ୍ରଭା ଦେଇଙ୍କ ବାଡିରେ ୯ବର୍ଷପରେ ଫୁଟିଲା ପାରିଯାତ ଫୁଲ । ଏହି ପାରିଯାତ ଫୁଲ ଗତ କିଛି ଦିନତଳେ ବାରିପଦାଠାରେ ଜଣେ ବ୍ୟକ୍ତିଙ୍କ ବାଡିରେ ଦିର୍ଘ ୪୦ ବର୍ଷପରେ ମଧ୍ୟ ଫୁଟିଥିଲା । ବିଶ୍ୱନାଥ ଦାସ ଜଣେ ଶିକ୍ଷକ ସେ କଲିଲତାରୁ ଏହି ପାରିଯାତ ଫୁଲ ଗଛଟିକୁ ଆଣିଥିଲେ । ପାରିଜାତ ଫୁଲ ଫୁଟିବାପରେ ହରିଭକ୍ତପୁର ଓ ତାର ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।ସାଧାରଣ ଲୋକଙ୍କ କହିବାକଥା ପାରିଜାତ ସ୍ୱର୍ଗିୟଫୁଲ ଏହି ଫୁଲ ଖୁବ୍ କମ୍ ଯାଗାରେ ଫୁଟିବା ଦେଖିବାକୁ ମିଳେ ।ଏହି ଫୁଲ ଫୁଟିବାର ମାନେ କୌଣସି ଶୁଭ ସଂଙ୍କେତ ମିଳିଥାଏ । ଲଗ୍ ଡାଉନ୍ ଯୋଗୁ ପାରିଜାତ ପୁଲଟିକୁ ପୁରୀ ଶ୍ରୀମନ୍ଦିର ନନେଇ ନିଜଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ରେ ଶ୍ରୀଜିଉଙ୍କୁ ଚଢାଗଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More