ଫିଟନେସ ଜିମ ଉଦ୍ଘାଟିତ

14

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ବାଣପୁର ଏନଏସି ଚେୟାରମ୍ୟାନ ଶ୍ରୀଯୁକ୍ତ ମିଟୁ ନାୟକଙ୍କ ତତ୍ୱାବଧାନରେ ଜାଗୁଆର ଫିଟନେସ ଜିମକୁ ବାଣପୁର ଏନଏସିର ୧୩ ନମ୍ବର ଓର୍ଡ ରେ ଉଦ୍ଘାଟନ ହୋଇଯାଇଛି । ବାଣପୁର ଅଞ୍ଚଳରେ ଏଭଳି ଜିମ ପୂର୍ବରୁ ନ ଥିବାରୁ ଏହା ଲୋକମାନଙ୍କ ପାଇଁ ବହୁତ ସହାୟକ ହୋଇପାରିବ। ବହୁ ଦିନ ପରେ ବାଣପୁର ଏନଏସି ରେ ମିଟୁ ନାୟକଙ୍କ ଦ୍ବାରା ଏହି ଜିମ ଉଦଘାଟିତ ହୋଇଥିବାରୁ ବୁଦ୍ଧିଜୀବି ମହଲରେ ବେଶ ପ୍ରଶଂସା କରାଯାଇଛି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More