ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳରେ ଗୋଖାଦ୍ୟ ବଣ୍ଟନ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :-ବନ୍ୟା ପ୍ରଭାବିତ ଅଂଚଳରେ ଗୋପାଳକ ମାନଂକୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସରସରା ପଂଚାୟତର ବନ୍ୟା ପ୍ରଭାବିତ ଅଂଚଳରେ 1050kg ଗୋଖାଦ୍ୟ ବଣ୍ଟନ କରାଯାଇଛି l କଲେଶ୍ୱର ଠାରେ 31ଜଣ, ମାଉଳସିଙ୍ଗା 12, ସନବାଗବାର 15, ବଡ଼ବଙ୍କାପଡା 15, ସାନବଙ୍କାପଡା 24 ଓ ବଘାରପାଲି ଠାରେ 32ଜଣ ଗୋପାଳକଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଛି l ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀଧନ ନିରୀକ୍ଷକ ବଢିଙ୍ଗା ଗୌରାଙ୍ଗ ସାହୁ, ସରସରା, ନିରଞ୍ଜନ ପାତ୍ର ଓ କୃତ୍ରିମ ପ୍ରଜନନକାରୀ ମୃଶୁଣ୍ଢୀ ରତନ କୁମାର କର୍ମୀ,ସରସରା ସରପଞ୍ଚ ହରି ନାଏକ,ବଡବଙ୍କାପଡା ୱାର୍ଡ ସଭ୍ୟ ଶୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବନ୍ୟାଞ୍ଚଳରେ ସରକାର ଙ୍କ ତରଫରୁ ଗୋଦାନା ବଣ୍ଟନ କରାଯାଇଛି lରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More