ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ସରକାର ଜାରି କଲେ ମାର୍ଗଦର୍ଶିକା, ପଞ୍ଜିକରଣ ଓ ସଙ୍ଗରୋଧ ବାଧ୍ୟତାମୂଳକ

12

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଟ୍ରେନ୍ ଓ ବିମାନରେ ଫେରୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । ବିଦେଶରୁ ଫେରନ୍ତୁ ବା ଦେଶ ଭିତରୁ, ଯେଉଁମାନେ ଯେମିତି ବି ଓଡ଼ିଶା ଆସନ୍ତୁ ସମସ୍ତଙ୍କ ପାଇଁ ପଞ୍ଜିକରଣ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ପ୍ରବାସୀମାନେ ସରକାରୀ କ୍ବାରେଣ୍ଟାଇନ ସେଣ୍ଟର (ସଙ୍ଗରୋଧ କେନ୍ଦ୍ର)ରେ ରହିପାରିବେ ଓ ଚାହିଁଲେ ସହରରେ ବିଭିନ୍ନ ହୋଟେଲ୍ ପକ୍ଷରୁ ସ୍ଥାପନ କରାଯାଇଥିବା ପେଡ଼୍ କ୍ବାରେଣ୍ଟାଇନରେ ମଧ୍ୟ ରହିପାରିବେ ବୋଲି କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More