ପ୍ରବାସୀ ଓଡିଆଙ୍କୁ ଧରି ସୁରତରୁ ବାହାରିଲା ଆଉ ୬୬ଟି ବସ୍

34

Get real time updates directly on you device, subscribe now.

ସୁରତ ( ଏଜେନ୍ସି ) : ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ଆଉ ୬୬ଟି ବସ୍ । ଏଥିରେ ପ୍ରାୟ ୪ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି । ଓଡ଼ିଆମାନେ ସୁରତ ଜିଲ୍ଲାପାଳଙ୍କ ଅଫିସରେ ୭୦ଟି ବସ୍ ର ପରମିଟ୍ ପାଇଁ ଆବେଦନ କରିଥିଲେ । ସୁରତ ଜିଲ୍ଲା ପ୍ରଶାସନ ସବୁ ବସ୍ କୁ ସାନିଟାଇଜ୍ କରିବା ପରେ ଓଡ଼ିଶା ଅଭିମୁଖେ ଛାଡ଼ିଛି । ସୁରତ ସହରର ବିରଭଞ୍ଜନ ସୋସାଇଟି ଓ ବମ୍ରୋଲିରୁ ୧୨ ଟି ବସ୍ ବାହାରିଥିବା ବେଳେ, କୋଡ଼ଦ୍ରାରୁ ୨ ଟି ବସ୍ ଏବଂ ଓଡ଼ିଆ ବହୁଳ ଡାଇମଣ୍ଡ ନଗରରୁ ୫୦ ଟି ବସ୍ ବାହାରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More