ପ୍ରବାସୀଙ୍କୁ ବିଡ଼ିଓଙ୍କ ଗାଳିଗୁଲଜ କରିଥିବା ଅଭିଯୋଗ ; ତଦନ୍ତ ନିର୍ଦେଶ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

12

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପ୍ରବାସୀ ଓଡ଼ିଆଙ୍କୁ ବାଲେଶ୍ବର ଜିଲା ବାଲିଆପାଳ ବିଡ଼ିଓଙ୍କ ଦୁର୍ବ୍ୟବହାର ଘଟଣା ଭିନ୍ନ ମୋଡ଼ ନେଇଛି । ଏ ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ବାଲେଶ୍ବର ଜିଲାପାଳଙ୍କଠାରୁ ରିପୋର୍ଟ ତଲବ କରିବା ସହ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସରକାର ଅବଗତ ଅଛନ୍ତି । ତେବେ ଜିଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତାଙ୍କ ରିପୋର୍ଟ ଆଧାରରେ ପଦକ୍ଷେ ନିଆଯିବ । ତେବେ ବିଡ଼ିଓଙ୍କ ଏପରି ବ୍ୟବହାର ଅନୁଚିତ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More