ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶ୍ରୀ ଜଗନ୍ନାଥ ମନ୍ଦିର ସାମନା ରେ ସୋମବାର ସକାଳ ୯ ଘଣ୍ଟା ସମୟରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି । ଏହି ଅବସରରେ ବରିଷ୍ଟ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ସାଂସଦ ପ୍ରତିନିଧି ଏମ. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ଜୋନ- ୧ ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତ୍ରା, ଜୋନ- ୨ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଉପାଧାକ୍ଷ ସଦାନନ୍ଦ ନାୟକ,ଉପଦେଷ୍ଟା ମଳୟ ବିଷୋୟୀ,କୈଳାଶ ବିଷୋୟୀ,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ବେହେରା, ବ୍ଲକ ମହିଳା ସଭାନେତ୍ରୀ ହୀରା ହରିଜନ, ଜିଲ୍ଲା ବିଜେଡି ମହିଳା ସମ୍ପାଦକ ସ୍ଵର୍ଣ୍ଣଲତା ଭତ୍ରା, ବ୍ଲକ ମିଡିଆ ସେଲ ସବିତା ମହାନ୍ତି, ଡାବୁଗାଁ ପଞ୍ଚାୟତ ସଭାପତି ଜି. ପ୍ରକାଶ ରାଓ, ଗେଦୁ ପଟ୍ଟନାୟକ, ଟି ମୁରଲୀ ରାଓ, ପି. ସୁବୁଦ୍ଧି ରାଓ, ଜଳନ୍ଧର ବିଶୋୟୀ, ପି. ନାଗା, ଶିବପ୍ରସାଦ ମିଶ୍ର, ଭଗବାନ ଖୁଣ୍ଟିଆ ପ୍ରମୁଖ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ବହୁ କର୍ମୀ ଆସି ଯୋଗ ଦେଇ ଥିଲେ। ସମସ୍ତ ନେତୃବୃନ୍ଦ ମାନେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିଚାରଣ କରି ଜୟ ଜୟକାର ଧ୍ୱନିରେ ପ୍ରକମ୍ପିତ କରିଥିଲେ। ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଥିଲା | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More