ନବରଙ୍ଗପୁର(ସଂଘର୍ଷ ମିଡିଆ) : ଗତକାଲି ଠାରୁ ମୁଷଳ ଧାରାରେ ବର୍ଷା କୋଟପାଡ଼ ସହରକୁ ବ୍ୟତିବ୍ୟସ୍ତ କରିଦେଇଛି ଆଜି କୋଟପାଡ଼ ସହରକୁ ଲାଗିଥିବା ବଣିଆ ଗ୍ରାମ ନିକଟରେ ଇଲେକ୍ଟ୍ରିକାଲ ଖୁଣ୍ଟ ଗୁଡ଼ିକ ବର୍ଷାରେ ପଡ଼ିଯିବା ଫଳରେ ସକାଳ ଠାରୁ ବିଦ୍ୟୁତ ବିଭାଗର କର୍ମଚାରୀ ଅହରହ୍ ପରିଶ୍ରମ କରି ବିଦ୍ୟୁତ୍ ଯୋଗାଇଦେବା ପାଇଁ ବର୍ଷାରେ ଲାଗିପଡିଛନ୍ତି । ବର୍ତ୍ତମାନ ମଧ୍ୟ ସେମାନଙ୍କର କାମ ଚାଲୁରହିଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଓକୋରପୁଟ୍ ଜିଲ୍ଲା କୋଟପାଡରୁ ଭବାନୀ ପଣ୍ଡାଙ୍କ ରିପୋର୍ଟ ସଙ୍ଘର୍ଷ୍ ନିୟୁଜ ।