ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ଉଦୟନାଥ ଭାରତ ଗ୍ୟାସର ସମସ୍ତ ଉଜ୍ଜଳା ଗ୍ରାହକ ମାନଙ୍କ ତରଫରୁ ଜଣାଲେ ଜନ୍ମଦିନର ଶୁଭକାମନା

12

Get real time updates directly on you device, subscribe now.

କଟକ(ସଂଘର୍ଷ ନ୍ୟୁଜ୍) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅଡଶପୁର ଠାରେ ଆସନ୍ତା ସେପ୍ଟେମ୍ବର୧୭ ତାରିଖ ଗୁରୁବାର ଦିନ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବସରରେ ଉଦୟନାଥ ଭାରତ ଗ୍ୟାସର ସମସ୍ତ ଉଜ୍ଜଳା ଗ୍ରାହକ ମାନଙ୍କ ତରଫରୁ ଜନ୍ମଦିନର ଶୁଭକାମନା ଜଣାଗଲା। ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରାଗଲା କି ପ୍ରଧାନମନ୍ତ୍ରୀଙ୍କ ଜୀବନ ଦୀର୍ଘାୟୁ ହେଉନ୍ତୁ ବୋଲି । ମାନ୍ୟବର ପ୍ରଧାନମନ୍ତ୍ରୀଜୀ ସାରା ଦେଶରେ ଲକଡାଉନ ଚାଲିଥିବା ସମୟରେ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣାରେ ତିନୋଟି ଗ୍ୟାସ ପ୍ରଦାନ କରି ସାଧାରଣ ଗରିବ ମାନଙ୍କ ମୁହଁରେ ହସ ଫୁଟାଇଥିବାରୁ ସମସ୍ତ ଉଜ୍ଜଳା ଗ୍ରାହକମାନଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। କଣ୍ଟାପଡାରୁ ରିପୋର୍ଟେର ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସ ସହ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More