ପ୍ରଧାନମନ୍ତ୍ରୀଙ୍କ ରାମ ମନ୍ଦିର ଭୂମି ପୁଜାକୁ ବିରୋଧ

11

Get real time updates directly on you device, subscribe now.

ଭୁବନେଶ୍ଵର( ସଂଘର୍ଷ ମିଡିଆ ) : ଭୁବନେଶ୍ଵର ପାୱାର ହାଉସୁ ଛକ ଠାରେ ସକାଳ ଏଗାର ଘଟିକା ତିରିଶି ମିନିଟି ସମୟରେ ଏକ ଗଣଧାରଣା ଦିଆ ଯାଇଥିଲା। ଆଜି ସାରା ଭାରତରେ ରାମ ମନ୍ଦିର ଭୂମି ପୂଜାକୁ ନେଇ ଉତ୍ସବ ମୁଖର ଥିଲାବେଳେ ଦେଶର ପ୍ରଧାନମନ୍ତ୍ରୀ ଭୂମି ପୂଜାକୁ କାହିଁକି ସେଠାକୁ ଗଲେ ଓ ଅମିତ ସାହାଙ୍କର କୋରୋନା ପଜିତିଭି ହୋଇଥିଲା ବେଳେ ଦେଶରେ ପ୍ରତିଦିନ ଶହଶହ ଲୋକ କୋରୋନାରେ ମୂମୃତ୍ୟୁ ବରଣ କରୁଥିବା ସମୟରେ ରାମ ମନ୍ଦିର ଭୂମି ପୁଜାର୍ଚନାରେ ଯୋଗ ନଦେଇ ପ୍ରଧାନମନ୍ତ୍ରୀ ଦେଶରେ କିଭଳି କୋଭିଡ ହସ୍ପିଟାଲ ଖୋଲିବ ଓ ଗରିବ ଲୋକ କିପରି ସୁରକ୍ଷା ପାଇବେ ଓ କିପରି ରୋଜଗାର ପାଇ ପାରିବା ଦାବିରେ ରାଷ୍ଟ୍ରୀୟ ଦଳିତ ମହାସଭା ଓ ରିପ୍ଲବିକାନ ପାର୍ଟି ଓ ମୋ ଓଡିଶା ତରଫରୁ ଧାରଣା ଦିଆ ଯାଇଥିଲା। ଶାନ୍ତିଶୃଙ୍ଖଳା ଲାଗି ପୋଲିସ ପକ୍ଷରୁ କଡା ନଜର ରଖାଯାଇ ଥିଲା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ପାଖକୁ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲା। ଭୁବନେଶ୍ୱରରୁ ସଞ୍ଜୟ ପଟ୍ଟନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More