ପ୍ରଦ୍ୟୁମ୍ନ ଜେନା ଓସ୍ତପୁର ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ

15

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) -: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର କୃଷି ସମବାୟ ସମିତିରେ ପାଞ୍ଚ ବର୍ଷ ପାଇଁ ସଭାପତି ଭାବେ ପ୍ରଦ୍ୟୁମ୍ନ ଜେନା ନିର୍ବାଚିତ. ଜୁନ ମାସ 26 ତାରୀଖ ନିର୍ବାଚନ ଫଳାଫଳକୁ ଆଧାରକରି ପନ୍ଦରଟି ଜୋନ ନିର୍ଦ୍ଧେଶକଙ୍କୁ ନେଇ ଆଜି ଓସ୍ତପୁର କୃଷି ସମବାୟ ସମିତିରେ ସଭାପତି ପଦବୀ ପାଇଁ ନିର୍ଵାଚହ ହୋଇଥିଲା ବେଳେ ପ୍ରଦ୍ୟୁମ୍ନ ଜେନା ସଭାପତି ପାଇଁ ପ୍ରତିଦ୍ବନ୍ଦୀତା କରିଥିଲେ.ଖବର ସୂତ୍ରରୁ ପ୍ରକାଶ ପ୍ରଦ୍ୟୁମ୍ନ ଜେନା 15ଟି ଜୋନରୁ 8ଟି ଜୋନ ସମର୍ଥନ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଦ୍ୟୁମ୍ନ ଜେନା ଜଣେ ପରଉପକାରୀ ଓ ମିଷ୍ଟଭାସି ମଣିଷ । ଶ୍ରୀ ଜେନାଙ୍କ ସମର୍ଥକ ମାନଙ୍କ କହିବା କଥା ପୂର୍ବରୁ ଓସ୍ତପୁର ସମବାୟରେ ଯେଉଁ ଦୁର୍ନୀତି ଆଉ କଳାବଜାରୀ ହେଉଥିଲା ତାହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବା ସହ ଚାଷୀ ଭାଇ ମାନେ କିପରି ଧାନ ସୁବିଧାରେ ଦେବା ସହ କିପରି ସାର ସୁବିଧାରେ ପାଇପାରିବେ ସେଥିପ୍ରତି ସଭାପତି ପ୍ରଦ୍ୟୁମ୍ନ ଜେନା ନିଶ୍ଚୟ ଧ୍ୟାନଦେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More