ପ୍ରଚୁର ମହୁଲ ସମେତ ୨ ଗିରଫ

9

Get real time updates directly on you device, subscribe now.

ସୁନ୍ଦରଗଡ(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଅବକାରୀ ପକ୍ଷରୁ ପ୍ରଚୁର ମହୁଲ ସମେତ ୨ ଜଣକୁ ଏକ ପିକଉପ ଭ୍ୟାନ ସହ ଲଦା ହେଇଥିବା ମହୁଲ ଗାଡି ଜବତ କରା ଯାଇଛି l ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ଅବକାରୀ ଅଧିକାରୀ ସୁରେଶ ଭୋଇ ଓ ତାଙ୍କ ଟିମ ଲାଞ୍ଜିବେର୍ଣ୍ଣ ରାସ୍ତା ରେ ପିକ ଉପ ଭେନ OD14Z1589 ଗାଡିକୁ ଅଟକେଇ ଥିଲେ l ଗାଡି ରେ ଅଠର କୁଇଣ୍ଟାଲ ମହୁଲ ଏବଂ ଚାଲକ ଓ ହେଲ୍ପର ବେଣୁ ଲହେରି ଓ ଅନିଲ ବାଗକୁ ଗିରଫ କରିଥିଲେ l ଡ୍ରାଇଭର ଝାରସୁଗୁଡା ଅଞ୍ଚଳ ଓ ହେଲପର କୁତ୍ରାର ଗୋଏରବାହାଲ ଗ୍ରାମ ଥୁବା ଜଣା ପଡିଛି l ଝାରଖଣ୍ଡରୁ ମହୁଲ ଆଣି ଓଡିଶାର ମହୁଲ ବ୍ୟବସାୟୀଙ୍କୁ ବିକୁଥିବା ସୂଚନା ମିଳିଛି l ମହୁଲ ଲଦା ପିକଅପ ଗାଡି ଜବତ କରି ଦୁହେଁଙ୍କୁ କୋୖର୍ଟ ଚାଲାଣ କରାଯାଇଛି l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More