ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଏଯୁକେସନ୍ ସେଣ୍ଟର ମିଳିତ ଆନୁକୁଲ୍ୟରେ ଜଳଛତ୍ର ଉଦ୍ଘାଟିତ

6

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ସ୍ଥାନୀୟ ରାଜବାଟି ସାମ୍ନାରେ ଏକ ଜଳଛତ୍ର ହରିମୋହନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇସାରିଛି। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ.ଭାରତୀ ପାଣିଗ୍ରାହୀ,ତନୁଜା ଶତପଥୀ(ସମ୍ପାଦିକା,ପ୍ରଗତି),ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ମିଶ୍ର,(ୟୁ.ଟେକ୍,ପରିଚାଳକ) ଲିଙ୍ଗରାଜ ପାଣିଗ୍ରାହୀ,(ହେଲ୍ପ) ଭାଗବତ ପାଢ଼ୀ, ମୁରଲୀଧର ପରିଚ୍ଛା, ମାନସୀ ପଣ୍ଡା, ଶରତ ପ୍ରଧାନ ,ଜସ୍ଵିନ ଶେଖ୍,ପ୍ରଫୁଲ୍ଲ ବେବର୍ତ୍ତା, ମୀନା ଖଡଗରାଇ,କବିତା ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଜଳ ହିଁ* ଜୀବନ , ଜଳ ସୁରକ୍ଷା ଜୀବନ ରକ୍ଷା ନାରା ମଧ୍ୟ ଦିଆଯାଇ ପଥିକଙ୍କୁ ଚେତାବାଣୀ ଦିଆଯାଇଥିଲା। ଏଇ ସେବା ଜୁନ _୧୫ / ୨୦୨୪,, ଯାଏଁ ଚାଲୁ ରହିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More