ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ, ନଷ୍ଟ କଲେ ହଜାର ହଜାର ଲିଟର ଦେଶୀ ମଦ

33

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ ) : ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ସାଳିଆ ଡ୍ୟାମ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବକାରୀ ବିଭାଗର ପକ୍ଷରୁ ଜଏଣ୍ଟ ଅପରେସନ କରାଯାଇଥିଲା, ବିପୁଳ ପରିମାଣର ମହୁଲି-ମଦ-ପୋଚ ଜବତ । ଖୋର୍ଦ୍ଧା , ଟାଙ୍ଗୀ , ବାଲୁଗାଁ ଓ ବାଣପୁର ଅବକାରୀ ଥାନା ପୋଲିସ ଏବଂ ଏକ୍ସକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ସହିତ ସଶସ୍ତ୍ର ପୋଲିସ ବାହିନୀ ମିଳିତ ଭାବେ ଏହି ଜଏଣ୍ଟ୍ ଅପରେସନ କରିଥିଲେ । ଚଢ଼ାଉ ପୂର୍ବରୁ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଅପରେସନ ପରେ ଜବତ ହୋଇଥିବା ସମସ୍ତ ମହୁଲି-ଦେଶୀ ମଦ-ପୋଚକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଆଁ ଲଗାଇ ନଷ୍ଟ କରି ଦିଆଯାଇଛି । ଖୋର୍ଦ୍ଧା ରୁ ବିରେନ କୁମାର ସାହୁ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More