ପୁରୀ ସ୍ଵର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ଶେଷ କୃତ୍ୟ ସମ୍ପନ ନେଇ କଟକଣା ଜାରି

13

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ସ୍ଵର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ଶେଷ କୃତ୍ୟ ସମ୍ପନ ନେଇ କଟକଣା ରହିଛି । କୋଭିଡ ମହାମାରୀ ସଂକ୍ରମଣ ଅସଙ୍କା କୁ ନେଇ ଏହି କଟକଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି । ତେବେ ଏହି କଟକଣାକୁ ଅସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏ ନେଇ ଏକ ନିର୍ଦେଶନାମା ପୁରୀ ଜିଲାପାଳ ବଲବନ୍ତ ସିଂ ଜାରି କରିଛନ୍ତି । ତେବେ ପୁରୀ ଜିଲ୍ଲା ବାସୀ କିନ୍ତୁ ସ୍ୱର୍ଗ ଦ୍ୱାରରେ ନିଜ ଲୋକଙ୍କ ଶେଷ କୃତ୍ୟ ସମ୍ପନ କରି ପାରିବେ ବୋଲି ଅନୁମତି ରହିଛି । ତେବେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏହି ସବୁ ନୀତି ପାଳନ ନେଇ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More