ପୁରୀ ସମୁଦ୍ରରେ ଅଘଟଣ। ସ୍ନାନ କରିବା ସମୟରେ ନିଖୋଜ ହେଲେ ଯୁବକ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସମୁଦ୍ରରେ ଅଘଟଣ। ସ୍ନାନ କରିବା ସମୟରେ ନିଖୋଜ ହେଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ୨୯ ବର୍ଷୀୟ ସଞ୍ଜୟ କୁମାର ଜେନା । ସେକ୍ଟର ୮ ନମ୍ବର ଓ ୯ ନମ୍ବର ବେଳାଭୂମି ମଧ୍ୟରେ ସ୍ନାନ କରିବା ସମୟରେ ନିଖୋଜ। ରିପ୍ କରେଣ୍ଟରେ ପଡି ନିଖୋଜ ହୋଇଥିବା ସୂଚନା। ଲାଇଫଗାର୍ଡ ମାନଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More