ପୁରୀ ବସ ଷ୍ଟାଣ୍ଡରେ ଅଘଟଣ, ବିଦ୍ୟୁତ ଆଘାତରେ ଜନୈକ ଯୁବକ ମୃତ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : — ବସ ଷ୍ଟାଣ୍ଡରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ଜନୈକ ଯୁବକ ମୃତ । ଯୁବକ ଜଣକ ପୁରୀ କୋଲକାତା ଡ଼ଲଫିନ ବସରେ ହେଲ୍ପର ଭାବେ କାର୍ଯ୍ୟରତ ଥିଲେ । ଯୁବକ ଜଣକ ହେଲେ କଟକ ଜିଲ୍ଲା ମାହାଙ୍ଗା ଓଳକଣାର ମନୋଜ ରାଉତ (୩୨) । ଆଜି ଅପରାହ୍ନରେ ସେ ବସ ବସ ଉପରେ ଯାଇ ଲଗେଜେ ରଖିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ପଡ଼ିଯାଇଥିଲେ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ କିନ୍ତୁ ମନୋଜକୁ ଡାକ୍ତର ମୃତ ଘୋଷଣା କରିହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More