ପୁରୀରେ ବଗଲା ଧର୍ମଶାଳା ନେଇ ପ୍ରେସ ମିଟ

11

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀରେ ଥିବା ବଗଲା ଧର୍ମଶାଳା ଜମିର ଜାଗାକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ ପ୍ରତିବାଦକୁ ଆହୁରି ଜୋରଦାର କରିବ ପୁରୀ ବିଜେପି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବ ବିଜେପି। ଏ ନେଇ ଆସନ୍ତା ଅକ୍ଟୋବର ୨ ତାରିଖରେ ଏକ ପଦଯାତ୍ରା ପୁରୀରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ହେବ। ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଏହି ପଦଯାତ୍ରା ଆରମ୍ଭ ହେବ । ବଗଲା ଜମି ପୂର୍ବ ଭଳି ଭକ୍ତଙ୍କ ଉଦେଶ୍ୟ ରହିବା ପାଇଁ ଆଶ୍ରୟସ୍ଥଳୀ କରିବା ମୁଖ୍ୟ ଦାବି ରହିଛି ବିଜେପିର । ପୁରୀରେ ଏକ ସାମ୍ବାଦିକ ସମିଳନୀରେ ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More