ପୁରୀରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

15

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଆଜି ୯ଟା୧୫ମିନିଟରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଜାତୀୟ ପତକା ଉତ୍ତଳନ କରିଥିଲେ ।କୋଭିଡ କଟକଣା ହେତୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇ ଅଳ୍ପସଂଖ୍ୟକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଏହି ସ୍ଵାଧୀନତା ଦିବସ ପାଳନ ହୋଇଥିଲା । ଏହି ଅବସର ରେ ୩୦ଜଣ କରୋନା ଯୋଦ୍ଧାଙ୍କୁ ପୁରୀ ଜିଲ୍ଲାପାଳ ସମ୍ମାନିତ କରିଥିଲେ । ଅନ୍ୟପଟେ ପୁରୀ ବାସିନ୍ଦା କୋଭିଡ କଟକଣାକୁ ମାନି କୋଭିଡ ସଂକ୍ରମଣରୁ ବର୍ତ୍ତିବା ପାଇଁ ପୁରୀ ଜିଲ୍ଲାପାଳ ଲୋକଙ୍କୁ ବାର୍ତା ଦେଇଛନ୍ତି । ପୋଲିସ ବାହିନୀ ପକ୍ଷରୁ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ପରେ କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More