ପୁରୀରେ କାଳ ବୈଶାଖୀ ବର୍ଷା ଓ ପବନର ତାଣ୍ଡବ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ କାଳ ବୈଶାଖୀ ବର୍ଷା ଓ ପବନର ତାଣ୍ଡବ ଦେଖିବକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ପୁରୀ ଭୁବନେଶ୍ଵର ଜାତିୟ ରାଜପଥ ର ଚାରି ନଳା ଠାରେ ମୁଖ୍ୟ ରାସ୍ତା ଉପରେ ଏକ ଗଛ ପଡି ଯିବାରୁ ପୁରୀ ଭୁବନେଶ୍ବର ଯାତାୟତ ବାଧା ପ୍ରାପ୍ତ ହୋଇଚି। ଉଭୟ ପରେ ସହ ଶହ ଗାଡ଼ି ଅଟକି ରହିଛି। ସେପଟେ ପ୍ରବଳ ପବନ ଯୋଗୁ ବଡ଼ ଦାଣ୍ଡ ମରିଚି କୋଟ ଛକ ରେ ଥିବା ଶ୍ରୀ ମନ୍ଦିର ପ୍ରଶାସନର ଚପଲ ଓ ମୋବାଇଲ୍ ଷ୍ଟାଣ୍ଡ କ୍ଷତିଗ୍ରସ୍ତ ହୋଇଛି। ଉପରେ ପଡିଥିବା ପାଲ ଉଡ଼ିଯାଇଛି। ଫଳରେ ବର୍ଷା ପାଣି ରେ ଅନେକ ମୋବାଇଲରେ ପାଣି ପଶିଯାଇ ଥିବା ଜଣାପଡିଛି। ବଡ଼ ଦାଣ୍ଡରେ ଥିବା ଅନେକ ଉଠା ଦୋକାନୀ ଙ୍କ ଜାରି ପାଲ ଉଡ଼ି ଯାଇଚି। ଅପରାହ୍ନ 4 ଟା 5 ଟା ଯାଏ ପୁରୀ ସହର ରେ କାଳ ବୈଶାଖୀ ତାଣ୍ଡବ ଦେଖିବକୁ ମିଳିଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More