ପୁରାଣ ପ୍ରସିଦ୍ଧ ମନ୍ଦିର ଏବେ ଅସୁରକ୍ଷିତ

32

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) -:- ଏଣ୍ଡାମେଣ୍ଟ କମିଶନ ଦ୍ୱାରା ପରିଚାଳିତ ହେଉଛି ମନ୍ଦିର ହେଲେ ମନ୍ଦିର ଏବେ ଅସୁରକ୍ଷିତ ହୋଇପଡିଛି।ମନ୍ଦିରକୁ ଦର୍ଶନ କରିବାକୁ ଗଲେ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମନ୍ଦିରର ଗର୍ଭଗୃହ ଓ ଚତ୍ରୁପର୍ଶୁର କାନ୍ଥ ଫାଟିବାର ଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର କିସିନାପୁର ଚାଟେଶ୍ୱର ମନ୍ଦିରରେ।
ଭିଓ୧:- କଟକ ଜିଲ୍ଲା ସାଲେପୁର ବ୍ଳକ କିସିନାପୁର ପୁରାଣ ପ୍ରସିଦ୍ଧ ଚାଟେଶ୍ୱର ମନ୍ଦିର ଏବେ ଅସୁରକ୍ଷିତ । କେଉଁଠି କାନ୍ଥ ପାଟିଆଁ କଲାଣି ତ ଆଉ କେଉଁଠି ସିମେଣ୍ଟ ଛାଡି ଗଲାଣି ଆଉ କେଉଁଠି ପଥର ଖସି କାନ୍ଥରେ ଗର୍ତ୍ତ ସୃଷ୍ଟି ହେଲାଣି। ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ପୂଜକ, ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ପୁରାଣ ପ୍ରସିଦ୍ଧ ମନ୍ଦିରର ସୁରକ୍ଷା ପାଇଁ ଏବେ ପ୍ରଶାସନକୁ ନିବେଦନ କରିଛନ୍ତି ପୂଜକ ଓ ଜନସାଧାରଣ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More