ପୁନଙ୍ଗ ଠାରେ ଜିଲା ସ୍ତରୀୟ ଶ୍ରୀ ସତ୍ୟସାଇ ଜାଗୃତି କାର୍ଯ୍ୟକ୍ରମ ଅନୁଷ୍ଠିତ

9

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜିଲ୍ଲା ସ୍ତରୀୟ ଶ୍ରୀ ସତ୍ୟସାଇ ଜାଗୃତି କାର୍ଯ୍ୟକ୍ରମ ପୁନଙ୍ଗ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମରେ 93 ଜଣ କିଶୋରୀ କନ୍ୟା ମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କିଶୋରୀ ମାନେ ସେମାନଙ୍କ ଶାରିରୀକ ଓ ମାନସିକ ସ୍ଥିତି କିପରି ନିଜ ଦୈନଦୀନ ଜୀବନରେ ରଖିପାରିବେ ସେ ବିଷୟରେ ଅନେଗୁଡ଼ିଏ ଉପାଦେୟ କଥା ଅତିଥି ମାନେ କହିଥିଲେ। ଜୟ ଦୁର୍ଗା ଯୁବ ଓ କ୍ରୀଡା ସଂଘ ପକ୍ଷରୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନ ର ରାଜ୍ୟ ଆଧ୍ୟାତ୍ମିକ ସଂଜୋଜିକା ଡାକ୍ତର ପୁଷ୍ପମିତ୍ରା ମହାନ୍ତି, ସର୍ବେ ସନ୍ତୁ ନିରାମୟା ଇନ୍ ଚାର୍ଜ ଡାକ୍ତର ଅନୁସୁୟା ଦାସ, ରାଜ୍ୟ ସାଇ ପ୍ରେମଧାରା ଇନ୍ ଚାର୍ଜ ଶ୍ରୀମତୀ ସରୋଜିନୀ ମହାନ୍ତି, ଜିଲ୍ଲା ସାଇ ସଂଗଠନ ସଭାପତି ଦାମୋଦର ସ୍ୱାଇଁ, ରାଜ୍ୟ ସତ୍ୟସାଇ ଜାଗୃତି କାର୍ଯ୍ୟକ୍ରମ ଇନ୍ ଚାର୍ଜ ନୂତନ ନିଆଲ, ଜିଲ୍ଲା ସାଇ ଜାଗୃତି କାର୍ଯ୍ୟକ୍ରମ ଇନ୍ ଚାର୍ଜ ସଶିରେଖ ବେହେରା ପ୍ରଭୁତି ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ଟି କୁ ସାଇ ସ୍ବିଟି ପରିଚାଳନା କରିଥିଲେ। ଭଉଣୀ ଗୌରୀ ବେହେରା ପିଲାମାନଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିଥିଲେ, ତତ୍ ସହିତ ବସନ୍ତ ନାୟକ, ଘନଶ୍ୟାମ ଶତପଥୀ, ପ୍ରତାପ କୁମାର ମହାନ୍ତି, କବିଚନ୍ଦ୍ର ବେହେରା, ମହେନ୍ଦ୍ର ମଲ୍ଲିକ, କ୍ଷେତ୍ରମୋହନ ମଲିକ, କୃଷ୍ଣଚନ୍ଦ୍ର ଦାସ, ରଜନୀକାନ୍ତ ଚୌଧୁରୀ, ସ୍ମୃତିରଞ୍ଜନ ବେହେରା, କମଳାକାନ୍ତ ମହାପାତ୍ର, ସୁଚିତ୍ରା ମହାନ୍ତି, ସଚଳା ମହାନ୍ତି, ସୁଷମା ପ୍ରଧାନ, ସାଇଶ୍ରୀ ବେହେରା, ଅଞ୍ଜନା ଦାସ, ନିର୍ମଳା ବେହେରା, ରଶ୍ମିରେଖା ସାହୁ, ଯୋଗ ଦେଇଥିଲେ, ସେହିପରି ଜୟ ଦୁର୍ଗା ଯୁବ ଓ କ୍ରୀଡା ସଂଘ ପକ୍ଷରୁ ବଦ୍ରି ମହାନ୍ତି, ତ୍ରିଲୋଚନ ବେହେରା, ଅଶୋକ ସାହୁ, ଓଁକାର ମହାନ୍ତି, ଜୟନ୍ତ ଅଧିକାରୀ, ରମାକାନ୍ତ ଚୌଧୁରୀ , ଶାରଦା ରଣା ସମସ୍ତ ପ୍ରକାର ସହଯୋଗ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More