ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ

9

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) -ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ସାଙ୍ଘାତିକ ଦୃଶ୍ୟ।ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ର,ଛାତ୍ରୀ। କେବଳ ଏତିକି ନୁହଁ ମୋବାଇଲର ଫ୍ଲାସ ଲାଇଟରେ ଯୁକ୍ତ ଦୁଇ ଆର୍ଟସ ଦୂତୀୟ ବର୍ଷର ଖାତାର ମୂଲ୍ୟାୟନ ଚାଲିଛି।ପିଲାଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ। ଭିଓ୧- ନବରଙ୍ଗପୁର ମହାବିଦ୍ୟାଳୟରେ ଆଜି ଯୁକ୍ତ ଦୁଇ ଦୂତୀୟ ବର୍ଷ ଛାତ୍ର, ଛାତ୍ରୀଙ୍କ ଫାଇନାଲ exam ର ଏମ.ଆଇ.ଏଲ ଓଡ଼ିଆ ଖାତା ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଫ୍ଲାସ ଲାଇଟ ମାରି ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି,ଏଥିସହ ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ୩ଟି ମହାବିଦ୍ୟାଳର ୫୧୫ ଜଣ ଛାତ୍ର,ଛାତ୍ରୀ ମାନେ ସେମାନଙ୍କ ଅନର୍ସ ପରୀକ୍ଷା ଅନ୍ଧାରରେ ଲେଖିଲେ।ଏହିଭଳି ୩ ଘଣ୍ଟାର ପରୀକ୍ଷାରୁ ପ୍ରାୟ ଦୁଇ ଘଣ୍ଟା ଅନ୍ଧାରରେ ଛାତ୍ର, ଛାତ୍ରୀ ପରୀକ୍ଷା ଦେଲେ।ଏହିଭଳି ଅବ୍ୟବସ୍ଥା ନବରଙ୍ଗପୁର ମବିଦ୍ୟାଳୟରେ ଦେଖିବାକୁ ମିଳିଛି, ପରୀକ୍ଷାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି। ବାଇଟ-1-ଡ.ଭାସ୍କରନାଥ ବିଶ୍ୱାଳ-ଅଧକ୍ଷ, ନବରଙ୍ଗପୁର ମହାବିଦ୍ୟାଳୟ। ଏଫଭିଓ – ଅନ୍ଧାର ଭିତରେ ଛାତ୍ର, ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଛି, ତୁରନ୍ତ ଏହାର ସମାଧାନ ନହେଲେ ଆଗକୁ ପରୀକ୍ଷାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More