ପାରିବାରିକ କଳିର କରୁଣ ପରିଣତି : ବିଷ ପିଇ ଜୀବନ ହାରିଲେ ବାପ-ପୁଅ

47

Get real time updates directly on you device, subscribe now.

ଭବାନୀପାଟଣା ( ସଂଘର୍ଷ ମିଡିଆ ) : ଘରୋଇ କଳିକୁ ନେଇ ବାପ ଓ ପୁଅ ବିଷ ପାନ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉଭୟ ବାପ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନେବା ବାଟରେ ଉଭୟେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More