ଗଜପତି(ସଂଘର୍ଷ ମିଡିଆ) : ପାରଳାଖେମୁଣ୍ଡି ମୋଡେଲ ପୋଲିସ ଷ୍ଟେସନର ନୁତନ ଥାନା ଅଧିକାରି ଭାବରେ ଦ୍ବାୟୀତ୍ବ ଗ୍ରହଣ କରିଛନ୍ତି । ପ୍ରସାନ୍ତ କୁମାର ଭୁପତି,ପୁର୍ବରୁ ବ୍ରହ୍ମପୁର ବଡ଼ବଜାର ପୋଲିସ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୁର୍ବତନ ଥାନା ଅଧିକାରୀ ବାବୁଲି ନାୟକଙ୍କ ପଦୋନ୍ନତି ପରେ ଦୀର୍ଘଦୀନ ହେଲା ଖାଲି ପଡିଥିଲା, ପ୍ରସାନ୍ତ କୁମାର ଭୁପତି ପାରଳାଖେମୁଣ୍ଡି ପୋଲିସ ଥାନା ଅଧିକାରୀ ଭାବରେ ଦାୟିତ୍ୱ ନେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହ ପାରଳାଖେମୁଣ୍ଡି ବାସିନ୍ଦା ସ୍ବାଗତ ଜଣାଇଛନ୍ତି। ସେ ପୁର୍ବରୁ ଗଜପତି ଜିଲ୍ଲାରେ ଦିର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି।