ପାନୀୟ ଜଳ ଯୋଗାଣ ବିଭାଗ୍ୟ ଯନ୍ତ୍ରୀଙ୍କ ଖାମଖ୍ୟାଲି ନୀତି ଯୋଗୁ ରାଇକିଆ ବ୍ଲକ ଅଞ୍ଚଳବାସୀ ଶୁଦ୍ଧ ଜଳ ପାଇବାରୁ ବଞ୍ଚିତ

27

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : :-କେନ୍ଦ୍ର ତଥା ରାଜ୍ୟ ସରକାର ସୁଧ ପାନ୍ୟ ଜଳ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଁଞ୍ଚେଇବା ଉଦେଶ୍ୟରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ବିଭାଗ୍ୟ JE ପ୍ରଦ୍ୟୁମ୍ନ କୁମାର ବିଶୋଇଙ୍କ ଓପାରୋଗତା ଓ ଚତୁରତା ଯୋଗୁ ରାଇକିଆ ବ୍ଲକର ସମସ୍ତ ପଞ୍ଚାୟତରେ ସୁଧ ପାନ୍ୟ ଜଳ ପାଇବା ପାଇଁ ଜନସାଧାରଣ ହାହାକାର ହେଉଛନ୍ତି |ଏବଂ ଦୁର୍ଗମ ଅଞ୍ଚଳରେ ଲୋକେ ଛୁଆଁ, ନାଳ, ଗାଡ଼ିଆରୁ ଦୂଷିତ ଜଳ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହୋଇ ମୃତ୍ୟୁ ସହ ସଂଘ୍ରାମ କରୁଛନ୍ତି |ଏ ବାବଦରେ JE ମହାଶୟକୁ ପ୍ରଶ୍ନ କଲେ ସନ୍ତୋଷ ଜନକ ଉତ୍ତର ନଦେଇ ତେଡ଼ା କଥା କହୁଛନ୍ତି |ଯାହା ଦ୍ୱରା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉ ଅଛି |ଆଗାମୀ ଦିନରେ ମାଁ ଭଉଣୀମାନେ ରାଜ ରାସ୍ତାକୁ ଓଲ୍ହେଇ ବାର ଚେତାବନି ଦେଇଛନ୍ତି |ସଂଘର୍ଷ ନିୟୁଜ ର ଅନୁସନ୍ଧାନରୁ ଜଣାଯାଉ ଅଛି କି ପାନ୍ୟ ଜଳ ବିଭାଗ କେବଳ କାଗଜ କଲୋମରେ ଚାଲିଛି JE ମହାଶୟ ଉପରେ ଚିକଣ ହେଲେ ଭିତରେ ସମ୍ପୂର୍ଣ୍ଣ ଫୋମ୍ପା ବୋଲି ଜଣାପଡୁଛି | କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ..|

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More