ପାନୀୟ ଜଳ ନିମନ୍ତେ ବୋରିପଦର ଗ୍ରାମରେ ଏକ କମିଟି ଗଠିତ

22

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ବୋରିପଦର୍ ଗ୍ରାମ ଉପର ସାହି ରେ ପାନିୟ୍ ଜଳର ଅଭାବ ନେଇ ମା ଦଶ ମୁଣ୍ତିଆ ଜଳ ଓ ପରିମଳ ସ୍ଥାୟି କମିଟି କର୍ମ କର୍ତ୍ତାଙ୍କ ଆହ୍ଵାନ କ୍ରମେ ବୋରିପଦର ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମା ଦଶ ମୁଣ୍ତିଆ ଜଳ ଓ ପରିମଳ ସ୍ଥାୟି କମିଟି ସଭାପତି ତଥା ପୁର୍ବତନ ଜିଲ୍ଲା ପରିସଦ ସଭ୍ୟ୍ ବିଜୟ ବେହେରାଙ୍କ ସଭାପତିତ୍ଵରେ ମୁଖ୍ୟ୍ ଅତିଥି ଜିଲ୍ଲା ପରିସଦ ସଭ୍ୟ ଗୁପ୍ତ ବିସୋଇ,ସମ୍ମାନିତ ଅତିଥି ଜଳ ଓ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରି ୧ ସ୍ୟାମ ସୁନ୍ଦର ବେଷ୍ରା,କନିଶ୍ଟ ଯନ୍ତ୍ରି ୨ ରୋହିତ କୁମାର କିସାନ୍,ସରପଞ୍ଚ୍ ରାମ କୁମାର ଗଣ୍ଡ,ନାଏବ ସରପଞ୍ଚ୍ କୁନି ସୁନା,ୱ୍।ର୍ଡ୍ ସଭ୍ୟ ଚନ୍ଦ୍ର ସେଖର ନିହାଲ୍,ସ୍ଥାୟି କମିଟି ଉପ ସଭାପତି କାବୁଲି ତ୍ରିପାଠୀ ପ୍ରମୁଖଙ୍କ ସହ ଗ୍ରାମର ବହୁ ଭଦ୍ର ବ୍ୟକ୍ତିଙ୍କ ସମାଗମରେ ସଭା ହୋଇ ଥିଲା।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More