ପାଥଲୋଜି କ୍ଲିନିକ ଭିତରେ ନାବାଳିକା ଝିଅକୁ ଦୁର୍ବ୍ୟବହାର ଅଭିଯୋଗ

25

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : — ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ନୂଆବଜ଼ାରରେ ଥିବା ଆଲଫା ପାଥଲୋଜିରେ କାର୍ଯ୍ୟ କରୁ ଥିବା ଜଣେ ନାବାଳିକାଙ୍କୁ ପାଥଲୋଜି ମାଲିକ ଦୁର୍ବ୍ୟବହାର କରିଥିବାର ଝିଅର ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି । ସୂଚନା ଅନୁଯାଇ ଗତ ମାସ 11 ତାରିଖ ଦିନ ଆଲଫା ପାଥଲୋଜିରେ କାର୍ଯ୍ୟ କରୁଥିବା ଛଡ଼ାକମହଲା ଅଞ୍ଚଳର ନାବାଳିକା ଝିଅକୁ ପାଥୋଲୋଜି ମାଲିକ ଏକା ଥିବାର ସୁଯୋଗ ନେଇ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି ! ଏହି ଘଟଣା ବିଷୟରେ କାହାରିକି ନକହିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଏହି ଘଟଣାକୁ ଗାଁ ମୁଖିଆଙ୍କ ଦ୍ଵାରା ଆପୋଷ ସମାଧାନ କରିବାକୁ କହି କିଛି ନକରିବାରୁ ଶେଷରେ ନ୍ୟାୟ ପାଇଁ ନାବାଳିକା ଓ ତାଙ୍କ ମା ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି !

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More