ପାଣି ଲୁଟିଛି ଆନ୍ଧ୍ର ସରକାର

242

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଯାହା ବୃଷ୍ଟି ଅଭାବରୁ ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହର ପିବା ପାଣିରୁ ମଧ୍ୟ ବଞ୍ଚିତ ହେବାକୁ ଯାଉଛି.*ଆନ୍ଧ୍ର ର ଲୋଲୁପ ଦୃଷ୍ଟି ଏବେ ମହେନ୍ଦ୍ରତନୟା ନଦୀର ଜଳ ଉପରେ । ଅସ୍ଥାୟୀ ଅନିକଟ କରି ଲୁଟିନେଉଛି ପାଣିକୁ ଯାହା ଫଳରେ ନଦୀର ତଳ ମୁଣ୍ଡରେ କେରାଣ୍ଡି,ଦେବିତି ପଞ୍ଚାୟତ ସମେତ ପାରଳାଖେମୁଣ୍ଡି ସହର । ଉପର ମୁଣ୍ଡରେ ବାଲି ,ମାଟି ବସ୍ତା ପକାଇ ଅସ୍ଥାୟୀ ଆନିକଟ କରି ନଦୀର ପ୍ରବାହିତ ଜଳକୁ ଅଟକାଇଛି । ସେପଟେ ଦୀର୍ଘଦିନ ଧରି ବୃଷ୍ଟିପାତ୍ର ଅଭାବରୁ କୂଅ,ନଦୀ,ବନ୍ଧ ସୁଖୀ ଗଲାଣି ।ପାରଳାଖେମୁଣ୍ଡି ସହରର ପାଇଁ ପାନୀୟ ଜଳ ସକାଶେ ମୋହେନ୍ଦ୍ରତନୟା ନଦୀ ଏକ ମାତ୍ର ଭରସା । ନଦୀଟି ଆନ୍ଧ୍ରପ୍ରଦେଶ ଦେଇ ଆସିଥିବା ଫଳରେ ଆନ୍ଧ୍ର ଉପର ମୁଣ୍ଡରେ ଅସ୍ଥାୟୀ ଆନିକଟ କରିଥିବା ହେତୁ ତାଳମୁଣ୍ଡରେ ନଦୀ ଟାଙ୍ଗର ହେବାକୁ ବସିଲାଣି । ବର୍ତ୍ତମାନ ପ୍ରଶାସନ ଆନ୍ଧ୍ର ସହ ଆଲୋଚନା କରି ଯଦି କୌଣସି ପଦକ୍ଷେପ ନନେବେ ତେବେ ସପ୍ତାହହକ ମଧ୍ୟରେ ପ୍ରବଳ ଜଳ ସଙ୍କଟ ଦେଖାଦେବ । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More