ପାଣିରେ ଉଜୁଡିଲା ପରିବାଚାଷ

37

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତଗତ ୨୨ ମୌଜା ଅଲିପଡା ଗ୍ରାମର ନିତ୍ୟାନନ୍ଦ ଜେନ,ତାଙ୍କର ପରିବାର ପ୍ରତିପୋଷଣ ପାଇଁ ସେ ତାଙ୍କ ନଦୀ ପଠାରେ ଥିବା ପ୍ରାୟ ୩ ଏକରଜମିରେ ବାଇଗଣ ,ପୋଟଳ,କଖାରୁ ,ଭେଣ୍ଡି ,କାକୁଡି,କଲରା ଓ ଝୁଡ଼ଙ୍ଗ, ଋଣ ଆଣି ଚାଷକରିଥିଲେ । ହେଲେ ଲଘୁଚାପ ବର୍ଷା ଓ ବନ୍ୟା ପାଣି ପଶି ପଚିସଡି ଯିବା ଦ୍ଵାରା ସଂପୂର୍ଣ୍ଣ ନଷ୍ଟ ହେଇ ଯାଇଛି । ଏଣୁ ସେ କିପରି ଋଣ ସୁଜିବେ ମୁଣ୍ଡରେ ହାତ ଦେଇଛନ୍ତି ,ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ। ଶ୍ରୀ ଜେନା ଦାବିକରିଛନ୍ତି । ବିରିଡି ରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More