ପାଣିପାଇଁ ନାଟ

28

Get real time updates directly on you device, subscribe now.

ନୟାଗଡ଼ ( ସଂଘର୍ଷ ମିଡିଆ ) : ପଣି ପାଇଁ ହାହାକାର । ଏଠି ପାଇପ ପଡିଛି କିନ୍ତୁ ପଣି ନାହ୍ନି । ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ପାନିୟ ଜଳ ଯୋଗାଇ ଦେବା ପାଇଁ ଘୋଷଣା କରି ଥିବାବେଳେ, ଏଠି ଦୁଇମାସ ହେବ ପାଇପ ପାଣି ବନ୍ଦ ଥିବାବେଳେ ଲୋକ ସାଧାରଣ ଚଳିବା ପାଇଁ ନଳକୁପ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ନଳକୁପ ଖରାପ ଥିବାବେଳେ ସଜକରିବା ପାଇଁ ଆବଶ୍ୟକ ସାମଗ୍ରୀ ନଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମୁଖୀନ ହେଉଥିବାର ଅଭିଯୋଗ ଆଣିଛନ୍ତି । ଏମିତି ଏକ ଦୃଶ୍ୟ ଦେଖବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରଢିପି ପଚାୟତର ବାଲେଣ୍ଢା ଗ୍ରମରେ ।ଆଜି ସକାଳୁ ନଳକୂପ ସଜାପାଇଁ ଆସିଥୀବା ପିଲା ନଳକୂପ ଖୋଲିବା ପରେ କିଛି ପାଇପ ଆବଷ୍ୟକ ପଡିଥିଲା । କିନ୍ତୁ v l w ଠିକରେ ପଚାୟତକୁ ଆସୁନଥୀବାରୁ ନଳକୂପଟି ମରାମତି ହୋଇ ପାରିନଥିଲା । ଏହିବିଷୟରେ ସ୍ତାନିୟ ସରପଞ୍ଚଙ୍କର ମତନେଇଥୀଲୁ କିନ୍ତୁ ସେ ମଧ୍ୟ v l w ଙ୍କ ଅସହଯୋଗକଥା କହିଥିଲେ । କିଛି ସ୍ୱାର୍ଥପର ଲୋକଙ୍କ ଯୋଗୁ ପାନିୟ ଜଳ ପ୍ରକଳ୍ପ କାର୍ଯ୍ୟ କରିବା ସମ୍ବବ ହୋଇପାରୁନି ବୋଲି ସାଧାରଣରେ ଚର୍ଚା ହେଉଛି । ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More