ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ନିର୍ଦ୍ଧାରିତ ହେଲା ଲଗ୍ନ

12

Get real time updates directly on you device, subscribe now.

ସମ୍ବଲପୁର ( ସଂଘର୍ଷ ମିଡିଆ ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ ହୋଇଛି । ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ତୁଳା ଲଗ୍ନରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହୋଇଛି। ଅଗଷ୍ଟ ୨୩ ସକାଳ ୯ଟା ୩୫ ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି ହେବା ନେଇ ଲଗ୍ନ ନିର୍ଦ୍ଧାରଣ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More