ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଲହରୀ, ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

28

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ଦୀର୍ଘ ଛଅ ମାସ ହେବ ବନ୍ଦ ହୋଇଥିଲା। ଆଜି ପ୍ରଥମ ଦୀନ ଖୋଲିଥିବାରୁ ପର୍ଯ୍ୟଟକ ମାନଙ୍କ ମନରେ ଖିସିର ଲହରୀ ଦେଖିବାକୁ ମିଳିଛି । ଆଜି ଦୀନରେ ପ୍ରାୟ ୧୩ ଜଣ ପର୍ଯ୍ୟଟକ ଆସିଥିବା ବେଳେ। ପ୍ରଥମ ପର୍ଯ୍ୟଟକ କଲିକତାର ସବ୍ୟସାଚୀ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଙ୍କୁ D F O ବିକାଶ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମ୍ବର୍ଦ୍ଧନା କରାଇଥିଲେ ଓ ସମସ୍ତ କୋଭିଡି ଗାଡି ଲାଇନ୍ କୁ ପାଳନ କରି ଇକୋ ସାଇଟି ମ୍ୟାନେଜର ଶେଷଦେବ ପଣ୍ଡା ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ଭିତରକୁ ପାଛୋଟି ନେଇଥିଲେ । ଏବେ ସୁଦ୍ଧା ଅନ୍ ଲାଇନ୍ ରେ ବୁକ୍ ହୋଇଥିବା ପର୍ଯ୍ୟଟକଙ୍କୁ ଭିତରକନିକା ଭିତରକୁ ଛାଡ଼ିବାପାଇଁ ଅନୁମତି ଦେଇଥିଲେ। ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More