ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

30

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ବ୍ଲକ ସନ୍ତୋଷ ମଲ୍ଲିକଙ୍କ ନେତୃତ୍ବରେ ପରିବେଶ ଦିବସ ଅବସରରେ କୃଷ୍ଣ ପ୍ରସାଦ ଗ୍ରାମ ପଞ୍ଚାୟତ ମା ବେଲଶୋରୀଙ୍କ ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୦୦ରୁ‌ ଉର୍ଦ୍ଧ୍ବ ଗଛ ଲଗାଯାଇଥିଲା। ବୃକ୍ଷ ରୋପଣ ମୂଳ ଉଦ୍ଦେଶ୍ୟ ପୁର୍ବ ବର୍ଷ କରୋନା ମହାମାରୀରେ ଅନେକ ଜୀବନ ଅକାଳରେ ଚାଲି ‌ଜାଇଛି । ଅକ୍ସିଜେନ ଅଭାବରୁ ‌ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି ସାଧାରଣ ଜନତା । ଏଇ‌ ଉଦ୍ଦେଶ୍ୟରେ ପ୍ରତେକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଆସୁଛନ୍ତି।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More