ପରାଳଖେମୁଣ୍ଡରେ ଦୁର୍ଗାପୂଜା ଭଷାଣି ଅନୁଷ୍ଠିତ

26

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପରାଳଖେମୁଣ୍ଡ ର ବିଭିନ୍ନ ସ୍ଥାନରେ ପୂଜା ପାଉ ଥିବାର ମାଙ୍କର ମୂର୍ତ୍ତି ବିସର୍ଜନ ଧୁମଧାମରେ ହୋଇଛି ଡିଜେ ରେ ଗିତର ଶବ୍ଦ ରେ ତାଳେ ତାଳେ ନାଚି ନାଚି ଭକ୍ତ ମାଙ୍କୁ ବିଦାୟ ଦେଇଛନ୍ତି। ଭଷଣୀ ରେ ଶାନ୍ତିଶୃଙ୍ଖଳା ସକ।ସେ ପୋଲିସ ମୃତୟ ନ କରାଯାଇଥିଲା। ସହର ନିକଟରେ ଥିବା ମହେନ୍ଦ୍ର ତନୟ। ନଦୀ ରେ ବିସର୍ଜନ କରାଯାଇଛି। ଚଳିତ ବର୍ଷ ସହର ର ବିଭିନ୍ନ ସ୍ଥାନରେ ଧୂମ ଧାମ ରେ ଦୁର୍ଗା ପୂଜା ପାଳିତ ହୋଇଥିଲା। ସହର ଉତ୍ସବ ମୁଖରିତ ହୋଥିଲ। ଅଲୋକ ଶଯ୍ୟା ରେ ସଜ୍ଜିତ ହୋଇ ସହର ଝଲସି ଉଠିଥିଲା ।ଓ ବିଭିନ୍ନ ସ୍ଥାନରେ ଭଜନ ଓ ସଂସ୍କୃତି କାର୍ଯ୍ୟକ୍ରମ ହୋମ ଯଜ୍ଞ ଚଣ୍ଡୀ ପାଠ ଓ ସନ୍ଧ୍ୟା ଆଳତି ଦେଖିବା ସକାଶେ ସହର ର ବିଭିନ୍ନ ଦୁର୍ଗା ପୂଜା ଠାରେ ଭକ୍ତଙ୍କ ସମାଗମ ହୋଇଥିଲା।ଓ ଶାନ୍ତି ଶୃଙ୍ଖଳା ସକାସେ ପୋଲିସ ମୃତୟନ କରାଯାଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More