ପରାଗ ପାଇଁ ଆସନ୍ତାକାଲି ସକାଳ ୫ଟା ଯାଏଁ ଶ୍ରୀମନ୍ଦିର ବନ୍ଦ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପରାଗ ପାଇଁ ଭକ୍ତଙ୍କୁ ମନା ଜଗା ଦୁଆର ।ସୂର୍ଯ୍ୟ ପରାଗ ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ସର୍ବ ସାଧାରଣଙ୍କ ପାଇଁ ଆଜି ସଂଧ୍ୟା ୭ଟାରୁ ଶ୍ରୀମନ୍ଦିର ବନ୍ଦ ରହିବ । ଆସନ୍ତାକାଲି ସକାଳ ୫ଟା ଯାଏଁ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More