ପରଲୋକରେ ପୂର୍ବତନ ବିଧାୟକ ସହରାଇ ଓରାମଙ୍କ

12

Get real time updates directly on you device, subscribe now.

କେନ୍ଦୁଝର ( ସଂଘର୍ଷ ମିଡିଆ ) : ଚମ୍ପୂଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ସହରାଇ ଓରାମଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି । ସେ ଚମ୍ପୂଆ ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ସେ ଦୀର୍ଘବର୍ଷ ହେଲା ଅସୁସ୍ଥ ଥିଲେ ଓ ଗତ କିଛିଦିନ ହେଲା ତାଙ୍କର ସ୍ବାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା।  ଆଜି ବଡ଼ବିଲ ଭଦ୍ରାସାହିସ୍ଥିତ ବାସଭବନରେ ସେ ପରପୁରକୁ ଚାଲି ଯାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More