ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ମହାସମାରୋହରେ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଙ୍ଗର୍ଷ ମିଡିଆ) : ଗତ ତା୨୦-୫-୨୦୨୩ରିଖ ସ୍ଥାନୀୟ ସମୟ ଅପରାହ୍ନ ୪ଘ୩୦ ମିନିଟ ସମୟରେ ୟୁରୋପ ମହାଦେଶର ଡେନମାର୍କ ଦେଶର କୋପେନ୍ ହେଗେନରେ ଏକ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେଦରଲ୍ୟାଣ୍ଡର ସହ-ପ୍ରତି- ଋତ୍ୱିକ ରାଧାକ୍ରୀଷ୍ନ ଶର୍ମାଙ୍କ ଅଧ୍ୟକ୍ଷତାରେ ଯାଯକ ତଥା ଡାବୁଗାଁ ବ୍ଳକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପିନାଥ ବେହେରାଙ୍କ ସହ ଅନ୍ୟ ୧୦ଟି ଦେଶର ପ୍ରାୟ ୭୦ଜଣ ଗୁରୁଭାଇ ଓ ମା ମାନେ ଉପସ୍ଥିତ ଥିଲେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନ ଉପରେ ବ୍ୟାପକ ଆଲୋଚନା ହୋଇଥିବା ବେଳେ ଠାକୁରଙ୍କ ଭାବାଦର୍ଶରେ ମୁଗ୍ଧ ହୋଇ ଜଣେ ଠାକୁରଙ୍କ ସତଦୀକ୍ଷା ଗ୍ରହଣକରିଥିଲେ। ଉକ୍ତ ସତସଙ୍ଗକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ରାମକିଙ୍କର ଠାକୁର ଭାଇ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More